ରାଜଧାନୀର ରାସ୍ତା ହେବ ସୁଦୃଢ ଓ ଚକାଚକ

ନୂଆ ଜ୍ଞାନକୌଶଳ ପ୍ରୟୋଗ ରାଜଧାନୀର ରାସ୍ତାଘାଟ ହେବ ସୁଦୃଢ ଓ ଚକାଚକ। ସେଥିପାଇଁ ଯୋଜନା କରିଛନ୍ତି ସରକାର। ଭୁବନେଶ୍ୱରର ପ୍ରମୁଖ ଜଙ୍କସନଗୁଡ଼ିକରେ ଷ୍ଟୋନ୍ ମ୍ୟାଟ୍ରିକ୍ସ ଆସ୍ଫାଲ୍ଟ (ଏସ୍ଏମ୍ଏ) ଜ୍ଞାନକୌଶଳ ବ୍ୟବହାର କରି ରାସ୍ତା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଏକ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ହାତକୁ ନେଇଛନ୍ତି। ପାଇଲଟ ପ୍ରୟାସରେ ଗୁରୁବାର କ୍ୟାପିଟାଲ ହସ୍ପିଟାଲ ଛକରେ ଏହି ଅତ୍ୟାଧୁନିକ ପେଭିଂ ପଦ୍ଧତି ପ୍ରୟୋଗ କରାଯାଇଥିଲା। ସ୍ୱତନ୍ତ୍ର କଳା ସର୍ଫେସିଂ ୨୫ ମିଲିମିଟର ମୋଟା ଏବଂ ଏଥିରେ … Continue reading ରାଜଧାନୀର ରାସ୍ତା ହେବ ସୁଦୃଢ ଓ ଚକାଚକ