ଗରମ ଦିନରେ ହୋଇପାରେ ଏହି ଖତରନାକ ରୋଗ

Summer diseases: ଗରମ ଦିନେ ଅତ୍ୟଧିକ ଖରା ଏବଂ ଡିହାଇଡ୍ରେସନ୍‌ର କାରଣରୁ ଥକ୍କାପଣ ଏବଂ କମଜୋରୀ ଲାଗିଥାଏ । ସଧାରଣତଃ ଲୋକମାନଙ୍କୁ ଅତ୍ୟଧିକ ଖରା ପାଇଁ ଝାଳ ବାହାରିଥାଏ। ଯାହା ଫଳରେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ସାଧାରଣତଃ ଗରମ ଆରମ୍ଭରୁ ହିଁ ଲୋକମାନଙ୍କ ମଧ୍ୟରେ ଅନେକ ଖତରନାକ ଏବଂ ବଡ ରୋଗର ବିପଦ ବୃଦ୍ଧି ପାଇବା ଆରମ୍ଭ କରେ। ଏପରି ସମୟରେ ପ୍ରଚଣ୍ଡ ଖରା ଏବଂ ଡିହାଇଡ୍ରେସନ ଫଳରୁ ଶରୀରରେ ବହୁତ … Continue reading ଗରମ ଦିନରେ ହୋଇପାରେ ଏହି ଖତରନାକ ରୋଗ