ଲକ୍ଷ୍ୟଠାରୁ ଦୂରେଇ ଯାଉଛି ଧର୍ମୀୟ ପୁଷ୍କରିଣୀ

କମିଛି ବହୁମୁଖୀ ବ୍ୟବହାର ଅଭ୍ୟାସ ପ୍ରଦୂଷଣ କମାଇଛି ଜଳର ମାନ ବିପଦରେ ଏକାମ୍ରର ପ୍ରମୁଖ ପବିତ୍ର ପୋଖରୀ ଦ୍ରୁତ ସହରୀକରଣ, ଜବରଦଖଲ ଓ ତ୍ରୁଟିପୂର୍ଣ୍ଣ ଯୋଜନାରେ ବଳି ପଡ଼ିଛି ହଜାର ବର୍ଷର ଜଳ ଐତିହ୍ୟ ସ୍ୱୟଂସିଦ୍ଧଙ୍କ ରିପୋର୍ଟ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱରରେ ରହିଛି ୫୦ରୁ ଅଧିକ ଧର୍ମୀୟ ପୁଷ୍କରିଣୀ। ଏହି ପୁଷ୍କରିଣୀ, କୁଣ୍ଡ ଓ ଜଳାଶୟଗୁଡ଼ିକ ଶତାବ୍ଦୀ ପ୍ରାଚୀନ ତଥା ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ପ୍ରତୀକ। ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥିବା ମରିଚି କୁଣ୍ଡ, … Continue reading ଲକ୍ଷ୍ୟଠାରୁ ଦୂରେଇ ଯାଉଛି ଧର୍ମୀୟ ପୁଷ୍କରିଣୀ