the reason behind thousands of women developing lung cancer ।। କେବେ ବିଡ଼ି ଟାଣିନାହାଁନ୍ତି, କେବେ ସିଗାରେଟ୍ ଜାଳିନାହାଁନ୍ତି, ତେବେ ହଜାର ହଜାର ମହିଳାଙ୍କୁ ଫୁସଫୁସ କର୍କଟ ହେବାର କାରଣ କ’ଣ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ଦର୍ଶାଉଛି ଯେ ଫୁସଫୁସ କର୍କଟ ରୋଗ ବିଶ୍ୱର ସବୁଠାରୁ ସାଧାରଣ ରୋଗ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ସବୁଠାରୁ ବଡ଼ କାରଣ ହେଉଛି ତମାଖୁ ଉତ୍ପାଦ ଏବଂ ଧୂମପାନ। ତଥାପି, ଏହି ପରିସଂଖ୍ୟାନ ମଧ୍ୟରେ ଲୁଚି ରହିଛି ଯେ କିପରି ବିଡି କିମ୍ବା ସିଗାରେଟ୍ ପାନ କରୁନଥିବା ହଜାର ହଜାର ମହିଳା ମଧ୍ୟ ପ୍ରତିବର୍ଷ ଫୁସଫୁସ କର୍କଟ ରୋଗର ଶିକାର ହୁଅନ୍ତି। ନିଶ୍ୱାସ ନେବାରେ … Continue reading the reason behind thousands of women developing lung cancer ।। କେବେ ବିଡ଼ି ଟାଣିନାହାଁନ୍ତି, କେବେ ସିଗାରେଟ୍ ଜାଳିନାହାଁନ୍ତି, ତେବେ ହଜାର ହଜାର ମହିଳାଙ୍କୁ ଫୁସଫୁସ କର୍କଟ ହେବାର କାରଣ କ’ଣ?