The real story behind the hirakud dam ।। ହୀରାକୁଦ ପଛର ଅସଲ କାହାଣୀ

                          ( ଭାସ୍କର ପରିଚ୍ଛା ) ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣକୁ ସଫଳତାର ସହ ସମାପ୍ତ କରିବା ବ୍ୟତୀତ ହରେକୃଷ୍ଣ ମହତାବଙ୍କ ସବୁଠାରୁ ବଡ଼ ସଫଳତା ଥିଲା ହୀରାକୁଦ ବହୁମୁଖୀ ଜଳବିଦ୍ୟୁତ ପ୍ରକଳ୍ପର ନିର୍ମାଣ । ସମ୍ବଲପୁରର ବୁର୍ଲା ନିକଟରେ ହୀରାକୁଦ ଠାରେ ମହାନଦୀ ଉପରେ ଏକ ଡ୍ୟାମ୍ ନିର୍ମାଣର ଆରମ୍ଭ ଏବଂ ଅନୁମୋଦନ ଥିଲା। ଇଂରେଜମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା … Continue reading The real story behind the hirakud dam ।। ହୀରାକୁଦ ପଛର ଅସଲ କାହାଣୀ