ଆରବ ସାଗରରେ ଭାରତୀୟ ନୌସେନାର କ୍ୟାରିଅର ବ୍ୟାଟଲ ଗ୍ରୁପ,ଆତଙ୍କରେ ପାକିସ୍ତାନ

Pahalgam Terror Attack: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ଭାରତୀୟ ସେନାର ପ୍ରତିଶୋଧାତ୍ମକ ଆକ୍ରମଣକୁ ନେଇ ପାକିସ୍ତାନ ଚିନ୍ତିତ ଅଛି। ଏବେ ଅରବ ସାଗରରେ ଭାରତୀୟ ନୌସେନାର କ୍ୟାରିଅର ବ୍ୟାଟଲ ଗ୍ରୁପର ଉପସ୍ଥିତି ପାକିସ୍ତାନର ଅବସ୍ଥାକୁ ଆହୁରି ଖରାପ କରିଦେଇଛି। କାରଣ, ଏକ ସମ୍ପୂର୍ଣ୍ଣ ବ୍ୟାଟଲ ଗ୍ରୁପ ଯେ କୌଣସି ସମୟରେ ଖେଳକୁ ପୂରାପୂରି ବଦଳାଇ ଦେଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସ୍ପଷ୍ଟ କହିଛନ୍ତି ଯେ କାହାକୁ ଛଡ଼ାଯିବ ନାହିଁ। ଘଟଣା ପୂର୍ବରୁ … Continue reading ଆରବ ସାଗରରେ ଭାରତୀୟ ନୌସେନାର କ୍ୟାରିଅର ବ୍ୟାଟଲ ଗ୍ରୁପ,ଆତଙ୍କରେ ପାକିସ୍ତାନ