ମେଧା ବଳି ଯଜ୍ଞରେ ୪ ଚଷାପୁଅଙ୍କ ରାଜନୀତି || The politics of the four sons at the sacrifice of the Medha Dhol

ଗୋଟିଏ ପ୍ରସଙ୍ଗ, ଯାହା ଓଡ଼ିଶାର ଶିକ୍ଷା ଓ ପ୍ରଶାସନିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣରୂପେ ବଦଳାଇ ଦେବାକୁ ଯାଉଛି। କେବଳ ସେତିକି ନୁହେଁ ରାଜ୍ୟର ମେଧାବୀ ଛାତ୍ରମାନଙ୍କୁ ବଳି ପକାଇବା ପାଇଁ ୪ଜଣ ଚଷା ନେତା ଯେଉଁ ଚକ୍ରାନ୍ତ ଆରମ୍ଭ କରିଛନ୍ତି ସେଥିରେ ମୋହନ ସରକାର ମୋହରା ପାଲଟି ଯାଇଛନ୍ତି। ଓଡ଼ିଶା ସରକାର ନିକଟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି—ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣର ସୀମାକୁ ବଢ଼ାଇ ଦିଆଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁ ରାଜ୍ୟରେ ଏପର୍ଯ୍ୟନ୍ତ ଜାତିଭିତ୍ତିକ ଜନଗଣନା … Continue reading ମେଧା ବଳି ଯଜ୍ଞରେ ୪ ଚଷାପୁଅଙ୍କ ରାଜନୀତି || The politics of the four sons at the sacrifice of the Medha Dhol