ବଦଳୁଛି ବୁଗୁଡ଼ାର ରାଜନୈତିକ ବାତାବରଣ! ବିଜେପି ପାଇଁ ବିପଦ ଘଣ୍ଟି କି? || The political climate in Buguda is changing! Is this a warning bell for the BJP?

ବୁଗୁଡ଼ାରେ ବଦଳୁଛି ରାଜନୈତିକ ସମୀକରଣ, ବିଜେଡିକୁ ଫେରିଲେ ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ଅଞ୍ଚଳରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ ବିଜେପି ଛାଡ଼ି ପୁଣିଥରେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଥିବା ନେଇ ଖବର ପ୍ରକାଶ ପାଇଛି। ତାଙ୍କ ସହ କିଛି ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ବିଜେଡିକୁ ଫେରିଥିବା ଆଲୋଚନା ହେଉଛି। ଏହି … Continue reading ବଦଳୁଛି ବୁଗୁଡ଼ାର ରାଜନୈତିକ ବାତାବରଣ! ବିଜେପି ପାଇଁ ବିପଦ ଘଣ୍ଟି କି? || The political climate in Buguda is changing! Is this a warning bell for the BJP?