The poison of partition, such atrocities were committed against Hindus and Sikhs in Pakistan before independence ।। ବିଭାଜନର ବିଷ,ସ୍ୱାଧିନତା ପୂର୍ବରୁ ପାକିସ୍ତାନରେ ହିନ୍ଦୁ ଓ ସିଖଙ୍କ ବିରୋଧରେ ଏମିତି ହେଉଥିଲା ଅତ୍ୟାଚାର

ସ୍ୱାଧିନତାର ଦିନ ଯେତେ ପାଖେଇ ଆସୁଥିଲା,ଭାରତୀୟ ଉପମହାଦେଶରେ ହିଂସା ସେତିକି ବଢ଼ିବାରେ ଲାଗିଥିଲା । ବଢୁଥିବା ହିଂସା ମଧ୍ୟରେ ମହମ୍ମଦ ଅଲୀ ଜିନ୍ନା ଶାନ୍ତି ପାଇଁ ଏକ ମିଳିତ ଆହ୍ୱାନ ଜାରି କରିବାକୁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଥିଲେ । ତାଙ୍କୁ ଏଥିପାଇଁ ରାଜି କରାଇବାକୁ ଦୁଇ ଦିନ ଲାଗିଥିଲା । ପରେ ତିନି ଦିନ ଏହି ବିଷୟରେ ଆଲୋଚନାରେ ବିତିଗଲା ଯେ ମୁସଲିମ ଲୀଗର ଅଧ୍ୟକ୍ଷ ଜିନ୍ନା କଂଗ୍ରେସର ଅଧ୍ୟକ୍ଷ କୃପଲାନୀଙ୍କ ସହ ଏହି ଆହ୍ୱାନ … Continue reading The poison of partition, such atrocities were committed against Hindus and Sikhs in Pakistan before independence ।। ବିଭାଜନର ବିଷ,ସ୍ୱାଧିନତା ପୂର୍ବରୁ ପାକିସ୍ତାନରେ ହିନ୍ଦୁ ଓ ସିଖଙ୍କ ବିରୋଧରେ ଏମିତି ହେଉଥିଲା ଅତ୍ୟାଚାର