ଓଡ଼ିଶା ଲୋକଙ୍କୁ ‘ଜନନେତା’ ନୁହେଁ, ଦୁରଦୁର ମାରମାର କରୁଥିବା ‘ରାଜା’ ଦରକାର!

CM Mohan Charan Majhi: ସତକଥା ହେଲା ଇଂରାଜୀ ଝାଡ଼ିଲେ ଓଜନ ବଢ଼େ, ଏଇ କଥାକୁ ଏହି ମୁଢ଼ ଓଡ଼ିଆମାନେ ଧରି ନେଇଛନ୍ତି। ଏହା ମଧ୍ୟ ହୋଇଥାଇପାରେ ଯେ, ଆମେ ସାମୁହିକଭାବେ ଷ୍ଟକହୋମ୍ ସିଣ୍ଡ୍ରୋମର ଶିକାର ହୋଇଛେ। ଓଡ଼ିଆମାନେ ଧରି ନେଇଛନ୍ତି ଇଂରାଜୀ ଝାଡ଼ିଲେ ଓଜନ ବଢ଼େ ଓଡ଼ିଆମାନେ ଷ୍ଟକହୋମ୍ ସିଣ୍ଡ୍ରୋମର ଶିକାର ଓଡ଼ିଆମାନେ ଗମ୍ଭୀରା ଘର ଶାସନରେ ଅଭ୍ୟସ୍ତ ଏରିକ୍ ଭନ୍ ଡାନିକେନଙ୍କ ଗୋଟିଏ ବହି ୭୦ ଦଶକରେ ବେଷ୍ଟ୍ ସେଲରର ମାନ୍ୟତା ପାଇଥିଲା। ପୁସ୍ତକର … Continue reading ଓଡ଼ିଶା ଲୋକଙ୍କୁ ‘ଜନନେତା’ ନୁହେଁ, ଦୁରଦୁର ମାରମାର କରୁଥିବା ‘ରାଜା’ ଦରକାର!