ବେଦାନ୍ତ ଲାଞ୍ଜିଗଡ଼ କାରଖାନା ସ୍ଥାୟୀ ଖଣି ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କଳାହାଣ୍ଡିବାସୀ

ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ କାରଖାନା ପାଇଁ ସ୍ଥାୟୀ ବକ୍ସାଇଟ୍ ଖଣି ଆବଣ୍ଟନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ଦାବି କରିଛନ୍ତି। ବେଦାନ୍ତର ଆଲୁମିନା ବିଶୋଧନାଗାରକୁ ନିରବଚ୍ଛିନ୍ନ ବକ୍ସାଇଟ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ କଳାହାଣ୍ଡିରେ ଏକ ଶୋଭାଯାତ୍ରାରେ ବାହାରି ଥିବା ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହି କାରଖାନାର ସଠିକ କାର୍ଯ୍ୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ … Continue reading ବେଦାନ୍ତ ଲାଞ୍ଜିଗଡ଼ କାରଖାନା ସ୍ଥାୟୀ ଖଣି ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କଳାହାଣ୍ଡିବାସୀ