“The Pandian government bears the stamp of the BJP” ।। ପାଣ୍ଡିଆନ ସରକାରକୁ ବିଜେପିର ମୋହର

ନୂଆବର୍ଷ ଆସିଲା। ରାଜ୍ୟର ଜନତା ଭାବିଥିଲେ — ନୂଆ ସରକାର, ନୂଆ ଆଶା, ନୂଆ ପ୍ରଶାସନିକ ଦିଗଦର୍ଶନ ମିଳିବ। କିନ୍ତୁ ସରକାରେ କୌଣସି ପରିବର୍ତ୍ତନ ଆସିଲା ନାହିଁ — ପୁଣିଥରେ ‘ପାଣ୍ଡିଆନ ଇକୋସିଷ୍ଟମ’ ଶାସନକୁ ଫେରିଛି। ଆଉ ଏହି ‘ପାଣ୍ଡିଆନ ଇକୋସିଷ୍ଟମ’କୁ ବିଜେପି ସରକାର ବିନା ଦ୍ୱିଧାରେ ମୋହର ମାରି ନିଜର ଅସଲ ଚେହେରା ଦେଖାଇଛି। • ଗତ ନିର୍ବାଚନରେ ବିଜେଡି ହାରିଲା, ବିଜେପି ଜିତିଲା। • କିନ୍ତୁ ପ୍ରଶାସନରେ ହାରିଲା କିଏ? ତାହାହିଁ ଏବେ ବଡ଼ … Continue reading “The Pandian government bears the stamp of the BJP” ।। ପାଣ୍ଡିଆନ ସରକାରକୁ ବିଜେପିର ମୋହର