କୈଳାଶ ଆରୋହଣ କରିଥିବା ଜଣେ ମାତ୍ର ବ୍ୟକ୍ତି,ଯିଏ ହତ୍ୟାକାରୀରୁ ପାଲଟି ଯାଇଥିଲେ ସନ୍ଥ

Kailash: କୈଳାସ ପର୍ବତକୁ ଭଗବାନ ଶିବଙ୍କ ବାସସ୍ଥାନ ବୋଲି ବିବେଚନା କରାଯାଏ । କୁହାଯାଏ ଭଗବାନ ଶିବ ତାଙ୍କ ପରିବାର ସହିତ ଏଠାରେ ରୁହନ୍ତି । ଅନେକ ଲୋକ ଏହି ପର୍ବତ ଚଢ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି ସଫଳ ହୋଇ ପାରିନାହାନ୍ତି । କୈଳାଶ ଚଢିବା ବେଳେ ଦୁର୍ବଳତା ଅନୁଭବ ହୁଏ କିମ୍ବା ହୃଦସ୍ପନ୍ଦନ ବଢିଯାଏ ବୋଲି ଏହି ଶୃଙ୍ଘ ଚଢିବା ପାଇଁ ଚେଷ୍ଟା କରିଥିବା ବ୍ୟକ୍ତିମାନେ କୁହନ୍ତି । ଏମିତି କି ଏଠାରେ ପହଞ୍ଚିବା … Continue reading କୈଳାଶ ଆରୋହଣ କରିଥିବା ଜଣେ ମାତ୍ର ବ୍ୟକ୍ତି,ଯିଏ ହତ୍ୟାକାରୀରୁ ପାଲଟି ଯାଇଥିଲେ ସନ୍ଥ