ଦୁନିଆର ଏକମାତ୍ର ଭାଷା, ଯେଉଁଥିରେ ‘ଗାଳି’ ପାଇଁ ଶବ୍ଦ ନାହିଁ

language: ପୃଥିବୀରେ ଏମିତି କୌଣସି ଭାଷା ନାହିଁ ଯେଉଁଥିରେ ‘ଗାଳି’ ପାଇଁ ବ୍ୟବହୃତ ହେଉଥିବା ଶବ୍ଦର ଅଭାବ ରହିଛି । ପ୍ରତ୍ୟେକ ଭାଷା ସମୟ କ୍ରମେ କିଛି ନା କିଛି ଅପମାନଜନକ କିମ୍ବା ଅଶ୍ଳୀଳ ଶବ୍ଦଭଣ୍ଡାର ବିକଶିତ କରିଛି । କେତେକ ଭାଷାରେ ଏଭଳି ବହୁତ ଅଶ୍ଲୀଳ ଶବ୍ଦ ଥାଏ, ଯେଉଁଥିରେ ମା’ଭଉଣୀଙ୍କ ପ୍ରତି ଅପମାନଜନକ ଶବ୍ଦ ରହିଛି । ଅବଶ୍ୟ କିଛି ଭାଷାରେ ଅଶ୍ଲୀଳ ଶବ୍ଦ କମ୍ ଥାଏ । କିନ୍ତୁ ଇଂରାଜୀଠାରୁ ଆରମ୍ଭ କରି … Continue reading ଦୁନିଆର ଏକମାତ୍ର ଭାଷା, ଯେଉଁଥିରେ ‘ଗାଳି’ ପାଇଁ ଶବ୍ଦ ନାହିଁ