କେନ୍ଦ୍ରମନ୍ତ୍ରୀ ଆଶାୟୀଙ୍କ ସଂଖ୍ୟା ବଢ଼ିଲା! || The number of Union Minister hopefuls has increased!

ଓଡ଼ିଶାରେ ବିଜେପି ସରକାର ଆସିବା ପରଠାରୁ ରାଜ୍ୟର ରାଜନୈତିକ ପାରଦ କ୍ରମାଗତ ଭାବରେ ଉପରମୁହାଁ ରହିଛି। ବିଶେଷକରି କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କିଏ ଏବଂ କେଉଁମାନେ ସ୍ଥାନ ପାଇବେ, ସେପଟେ ରାଜ୍ୟ ରାଜନୀତିରେ କାହା ଭାଗ୍ୟ ଫିଟିବ, ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ଚର୍ଚ୍ଚା ସାମ୍ନାକୁ ଆସୁଛି। ଗତକାଲି ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା—କେନ୍ଦ୍ରରେ ମନ୍ତ୍ରୀ ହେବା ରେସରେ ମାତ୍ର ତିନିଜଣ ଓଡ଼ିଆ ସାଂସଦ ଅଛନ୍ତି। ସେମାନେ ହେଲେ ରାଜ୍ୟ ବିଜେପି ସଭାପତି … Continue reading କେନ୍ଦ୍ରମନ୍ତ୍ରୀ ଆଶାୟୀଙ୍କ ସଂଖ୍ୟା ବଢ଼ିଲା! || The number of Union Minister hopefuls has increased!