ଓଡ଼ିଶା ବିଧାନସଭା ଆସନ ସଂଖ୍ୟା ୧୯୬ ହେବ !
2026 Delimitation: ଦେଶରେ ବଢ଼ିବ ଲୋକସଭା ଆସନ। ସୀମା ନିଦ୍ଧାରଣ ପରେ ଲୋକସଭା ଆସନ ୮୪୮ ଆସନ ଛୁଇଁବା ସମ୍ଭାବନା ରହିଛି। ଏନେଇ ବଡ଼ ଆକଳନ କରିଛନ୍ତି ଜାତୀୟ ଗଣମାଧ୍ୟମ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି କଥା ଉଠାଇବା ପରେ ଏବେ ପୂରା ଜାତୀୟ ରାଜନୀତି ଉଠୁଛି ପଡ଼ୁଛି। ଗୃହମନ୍ତ୍ରୀ ଅମିତ ଶାହ ତାମିଲନାଡୁରେ ଏକ ଗୁରୁତ୍ଵପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ସମସ୍ତ ଦକ୍ଷିଣ ରାଜ୍ୟର ଲୋକମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସୀମା ନିର୍ଦ୍ଧାରଣ … Continue reading ଓଡ଼ିଶା ବିଧାନସଭା ଆସନ ସଂଖ୍ୟା ୧୯୬ ହେବ !
Copy and paste this URL into your WordPress site to embed
Copy and paste this code into your site to embed