ନ୍ୟୁୟର୍କ ଟାଇମ୍ସର ଦାବି,ଯୁଦ୍ଧ ହେବା ନିଶ୍ଚିତ

Pahalgam: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଯାଉଛି। ଆମେରିକୀୟ ଖବରକାଗଜ ‘ଦ ନ୍ୟୁୟର୍କ ଟାଇମ୍ସ’ ଚାରିଜଣ କୂଟନୀତିଜ୍ଞଙ୍କ ଉଦ୍ଧୃତ କରି ଏପରି ଦାବି କରିଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୨୨ ଏପ୍ରିଲରେ କଶ୍ମୀରରେ ହୋଇଥିବା ଭୟଙ୍କର ଓ ନିର୍ମମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଡଜନେରୁ ଅଧିକ ନେତାଙ୍କ ସହ କଥାବାର୍ତ୍ତା କରିସାରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଭାରତର ରାଜଧାନୀରେ ୧୦୦ ମିଶନର … Continue reading ନ୍ୟୁୟର୍କ ଟାଇମ୍ସର ଦାବି,ଯୁଦ୍ଧ ହେବା ନିଶ୍ଚିତ