ମକର ସଂକ୍ରାନ୍ତି ଅବସରରେ ପ୍ରଭାସଙ୍କ ଫିଲ୍ମ ‘ଦ ରାଜା ସାବ’ର ନୂଆ ପୋଷ୍ଟର ରିଲିଜ ହୋଇଛି

The Raja Saab: ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଦ ରାଜା ସାବ’ର ରିଲିଜ କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ନିର୍ମାତା ମଧ୍ୟ ଏହାକୁ ନିଶ୍ଚିତ କରିଛନ୍ତି। ଆଜି ମକର ସଂକ୍ରାନ୍ତି ଅବସରରେ ଫିଲ୍ମ ‘ଦ ରାଜା ସାବ’ର ପ୍ରଭାସଙ୍କ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି । ଏହା ସହ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇବାକୁ ନେଇ ଦାବି କରାଯାଉଥିବା ଖବର ଉପରେ ମଧ୍ୟ ମୋହର ଲାଗିଛି । ଏବେ ନିର୍ମାତା ନିଜେ … Continue reading ମକର ସଂକ୍ରାନ୍ତି ଅବସରରେ ପ୍ରଭାସଙ୍କ ଫିଲ୍ମ ‘ଦ ରାଜା ସାବ’ର ନୂଆ ପୋଷ୍ଟର ରିଲିଜ ହୋଇଛି