The new plan of India and Russia will cause sleeplessness for Pakistan II ଭାରତ ଓ ରୁଷିଆର ନୂଆ ଯୋଜନା ଉଡ଼ାଇ ଦେବ ପାକିସ୍ତାନର ନିଦ

ଭାରତ ଓ ରୁଷିଆ ନିଜର ବାୟୁ ପ୍ରତିରକ୍ଷା ସହଭାଗୀତାକୁ ଆଗକୁ ବଢ଼ାଇବା ପାଇଁ ପ୍ରସ୍ତୁତ। ଉଭୟଙ୍କ ମଧ୍ୟରେ ଆଗାମୀ ପିଢ଼ିର ଲଢ଼ୁଆ ବିମାନ ନିର୍ମାଣ ପାଇଁ ଏକ ବଡ଼ ବୁଝାମଣା ହୋଇପାରେ। ଭାରତର ହିନ୍ଦୁସ୍ତାନ ଏୟାରୋନଟିକ୍ସ ଲିମିଟେଡ (ଏଚଏଏଲ) ଏହା ସମ୍ପର୍କରେ ସଙ୍କେତ ଦେଇଛି। ଭାରତର ହିନ୍ଦୁସ୍ତାନ ଏୟାରୋନଟିକ୍ସ ଲିମିଟେଡ (ଏଚଏଏଲ) ନୂଆ ଯୁଦ୍ଧ ବିମାନ ନିର୍ମାଣ ପାଇଁ ରୁଷିଆ ସହ କାମ କରିବାକୁ ପ୍ରସ୍ତୁତ। ରୁଷିଆ ଖବର ଏଜେନ୍ସି ଟାସ୍ ଏଚଏଏଲ ପ୍ରତିନିଧିଙ୍କୁ ଉଦ୍ଧୃତ କରି … Continue reading The new plan of India and Russia will cause sleeplessness for Pakistan II ଭାରତ ଓ ରୁଷିଆର ନୂଆ ଯୋଜନା ଉଡ଼ାଇ ଦେବ ପାକିସ୍ତାନର ନିଦ