ଓଡିଶା ଆସିବେ ନୂଆ ରାଜ୍ୟପାଳ, ଶୁକ୍ରବାର ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ
କିଛି ଦିନ ତଳେ ରଘୁବର ଦାସ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ତାଙ୍କ ସ୍ଥାନରେ କେ. ହରିବାବୁଙ୍କ ଓଡିଶାର ନୂଆ ରାଜ୍ୟପାଳ ଭାବେ କେ. ହରିବାବୁଙ୍କୁ ନିଯୁକ୍ତି ଦିଆଯାଇଥିଲା । ରାଷ୍ଟ୍ରପତି ଭବନ ପକ୍ଷରୁ କେ. ହରିବାବୁଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଗୁରୁବାର ଦିନ ଓଡିଶା ଆସିବେ କେ. ହରିବାବୁ । ଅପରାହ୍ନ ୧୨ଟା ୪୫ ମିନିଟ୍ରେ ଭୁବନେଶ୍ୱରରେ ଆସି ପହଞ୍ଚିବେ କେ. ହରିବାବୁ । ଏହାପରେ ଶୁକ୍ରବାର … Continue reading ଓଡିଶା ଆସିବେ ନୂଆ ରାଜ୍ୟପାଳ, ଶୁକ୍ରବାର ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ
Copy and paste this URL into your WordPress site to embed
Copy and paste this code into your site to embed