ଯୁବପିଢ଼ିଙ୍କ ନୂଆ କ୍ରଶ ରାଶା…

Rasha Thadani: ଆଜିକାଲି ସମସ୍ତେ ଫିଟନେସ୍ ଫ୍ରିକ୍ ହୋଇଯାଇଛନ୍ତି, ତେଣୁ ଯଦି ଆପଣ କିଶୋର ଅବସ୍ଥାରେ ରାସା ଥାଡାନୀଙ୍କ ଭଳି ଯୁବ ଓ ଗ୍ଲାମର୍ସ ଦେଖାଯିବାକୁ ଚାହୁଁଛନ୍ତି ତେବେ ଆପଣ ତାଙ୍କ ଫିଟନେସ୍ ଏବଂ ଡାଏଟ୍ ପ୍ଲାନ୍ ଅନୁସରଣ କରିପାରିବେ। ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଝିଅ ରାସା ଥାଡାନୀ ଖୁବଶୀଘ୍ର ଫିଲ୍ମ ‘ଆଜାଦ’ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଯଦି ଯୁବତୀମାନେ ମଧ୍ୟ ରାସାଙ୍କ ଭଳି ସ୍ଲିମ୍, ଟ୍ରିମ୍ ଏବଂ ଗ୍ଲାମର୍ସ ଦେଖାଯିବାକୁ … Continue reading ଯୁବପିଢ଼ିଙ୍କ ନୂଆ କ୍ରଶ ରାଶା…