The new Aadhaar card will have photo and QR code ।। ନୂଆ ଆଧାର କାର୍ଡରେ ରହିବ ଫଟୋ ଓ କ୍ୟୁଆର କୋଡ୍‌

ବର୍ତ୍ତମାନ ସମୟରେ ଆଧାର ବେଶ ଜରୁରୀ ଡକ୍ୟୁମେଣ୍ଟ । ବିନା ଆଧାରରେ ସବୁ କାମ ବନ୍ଦ । ଏଣୁ ଏଭଳି ଜରୁରୀ ଡକ୍ୟୁମେଣ୍ଟର ହୋଇଥିବା ବେଳେ ଏହାର ଭୁଲ ଉପଯୋଗର ବିପଦ ମଧ୍ୟ ରହୁଛି। ଏହି ବିପଦର ଆଶଙ୍କା ଆଧାରକୁ ଆହୁରି ସୁରକ୍ଷିତ କରିବା ପାଇଁ ସରକାର ପୁଣି ଥରେ ଏଥିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆସିବାକୁ ଥିବା ନୂଆ ଆଧାର କାର୍ଡରେ କେବଳ ଜଣଙ୍କର ଫଟୋ ଓ ଏକ କ୍ୟୁଆର କୋଡ୍‌ ରହିବ। ଏଥିରେ ପୂର୍ବ … Continue reading The new Aadhaar card will have photo and QR code ।। ନୂଆ ଆଧାର କାର୍ଡରେ ରହିବ ଫଟୋ ଓ କ୍ୟୁଆର କୋଡ୍‌