The Nawab family migrated to Pakistan and became peons. ।। ପାକିସ୍ତାନ ଯାଇ ଚପରାସୀ ହେଲେ ନବାବ ପରିବାର

ପାକିସ୍ତାନ ପିପୁଲ୍ସ ପାର୍ଟିର ନେତା ବିଲାୱାଲ ଭୁଟ୍ଟୋଙ୍କ ଅଣ-ଅଜା ଶାହନୱାଜ ଭୁଟ୍ଟୋଙ୍କର ଜୁନାଗଡ଼ ସହିତ ଏକ ବିଶେଷ ସମ୍ପର୍କ ଥିଲା। ଶାହନୱାଜ ସିନ୍ଧ ଅଞ୍ଚଳର (ଲରକାନା) ଜଣେ ବଡ଼ ଜମିଦାର ଥିଲେ। ସେତେବେଳେ ତାଙ୍କ ପାଖରେ ପ୍ରାୟ ଦୁଇ ଲକ୍ଷ ପଚାଶ ହଜାର ଏକରରୁ ଅଧିକ ଜମି ଥିଲା। ଜୁନାଗଡ଼ର ଦିଓ୍ୱାନଭାବେ ସେ ସେଠାକାର ନୱାବଙ୍କୁ ଭାରତ ବିରୋଧରେ ଖୁବ୍‍ ଉସକାଇଥିଲେ। କିନ୍ତୁ ପାକିସ୍ତାନ ଯାଇ ଏହି ନୱାବଙ୍କର ନୱାବୀ ସମାପ୍ତ ହୋଇଯାଇଥିଲା। ପରିସ୍ଥିତି ଏମିତି ଯେ, … Continue reading The Nawab family migrated to Pakistan and became peons. ।। ପାକିସ୍ତାନ ଯାଇ ଚପରାସୀ ହେଲେ ନବାବ ପରିବାର