ଇମରଜେନ୍ସିର ସେହି ରହସ୍ୟମୟୀ ମହିଳା: ସଞ୍ଜୟ ଗାନ୍ଧୀ, ରୁଖ୍‍ସାନା ସୁଲତାନା ଓ ତୁର୍କମାନ ଗେଟ୍‌ର କଳା ଇତିହାସ || The Mysterious Woman of the Emergency: Sanjay Gandhi, Rukhsana Sultana and the Black History of Turkmen Gate

୧୯୭୬ ମସିହାର ଭାରତ। ଦେଶରେ ଲାଗୁ ହୋଇଥାଏ ଜରୁରୀକାଳୀନ ପରିସ୍ଥିତି ବା ଇମରଜେନ୍ସି। ସମ୍ବିଧାନର ମୂଳ ଅଧିକାରକୁ ଛଡ଼ାଇ ନିଆଯାଇଥିଲା, ବିରୋଧୀ ନେତାମାନେ ଜେଲ୍‌ରେ ଆଉ ପ୍ରେସ୍ ଉପରେ କଡ଼ା କଟକଣା। କିନ୍ତୁ ସେହି ସମୟରେ ଦିଲ୍ଲୀର କ୍ଷମତା କରିଡରରେ ଜଣେ ଏମିତି ଯୁବନେତା ଉଭା ହୋଇଥିଲେ, ଯାହାଙ୍କ ଇଙ୍ଗିତରେ ପୂରା ସରକାର ନାଚୁଥିଲା। ସେ ଥିଲେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ— ସଞ୍ଜୟ ଗାନ୍ଧୀ। କିନ୍ତୁ ସଞ୍ଜୟ ଗାନ୍ଧୀଙ୍କ ସେହି କ୍ଷମତା ପଛରେ ଏପରି … Continue reading ଇମରଜେନ୍ସିର ସେହି ରହସ୍ୟମୟୀ ମହିଳା: ସଞ୍ଜୟ ଗାନ୍ଧୀ, ରୁଖ୍‍ସାନା ସୁଲତାନା ଓ ତୁର୍କମାନ ଗେଟ୍‌ର କଳା ଇତିହାସ || The Mysterious Woman of the Emergency: Sanjay Gandhi, Rukhsana Sultana and the Black History of Turkmen Gate