ବିଶ୍ୱର ସବୁଠାରୁ ଭୟଙ୍କର ଜାଗା, ଯେଉଁଠି ଥରେ ଗଲେ ଫେରିବା ଅସମ୍ଭବ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି । ଏହାର ନାମ ରଖାଯାଇଛି ପୋଭେଲିଆ । ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ରହିଛି, ଯାହାକୁ କେହି ବି ଜାଣନ୍ତି ନାହିଁ । ଏଠାରେ ଗୋଟିଏ ଆଶ୍ଚର୍ଯ୍ୟ କଥା ରହିଛି ଯାହା ହେଉଛି- ଯିଏ ଏଠାକୁ ଯାଏ ସେ ଆଉ ଜୀବନ୍ତ ଫେରି ନଥାଏ । ପୋଭେଗଲିଆ ଆଇଲାଣ୍ଡର ଇତିହାସ ଅତ୍ୟନ୍ତ ଯନ୍ତ୍ରଣା ଦାୟକ ହୋଇଥାଏ । ଚତୁର୍ଦ୍ଦଶ ଶତୀବ୍ଦୀରେ ଯେତେବେଳେ … Continue reading ବିଶ୍ୱର ସବୁଠାରୁ ଭୟଙ୍କର ଜାଗା, ଯେଉଁଠି ଥରେ ଗଲେ ଫେରିବା ଅସମ୍ଭବ