The minister’s arrogance, the party leaders’ discontent ।। ଉପରମୁହାଁ ମନ୍ତ୍ରୀ ବିଭାଜିତ ଦଳ

ଗଣତନ୍ତ୍ରରେ ଜନମତର ଶକ୍ତି ଅପାର କିନ୍ତୁ ସେହି ଜନମତ ଯେତେବେଳେ କ୍ଷମତାର ଅହଂକାରରେ ପରିଣତ ହୁଏ, ସେତେବେଳେ ଶାସନ ବ୍ୟବସ୍ଥାରେ ଫାଟ ଦେଖାଦେବା ସ୍ୱାଭାବିକ । ଓଡ଼ିଶାରେ ବିଜେପି ସରକାର ଗଠନ ହେବାର ପ୍ରାୟ ୧୮ ମାସ ବିତିଯାଇଥିଲେ ହେଁ, ଦଳ ଭିତରେ ସମନ୍ୱୟର ଘୋର ଅଭାବ ଏବେ ରାଜ୍ୟ ରାଜନୀତିର ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି। ଜନସାଧାରଣଙ୍କ ମନରେ ଆଶା ଥିଲା ଯେ ଏକ ‘ଡବଲ ଇଞ୍ଜିନ’ ସରକାର ରାଜ୍ୟରେ ବିକାଶର ନୂତନ ଗତି ପ୍ରଦାନ … Continue reading The minister’s arrogance, the party leaders’ discontent ।। ଉପରମୁହାଁ ମନ୍ତ୍ରୀ ବିଭାଜିତ ଦଳ