ବଦଳିଗଲା ସଂସଦର ଗଣିତ! କଣ ରହିବ ବିଜେଡିର ଆଭିମୁଖ୍ୟ? || The math of parliament has changed! What will be the BJD’s approach?

କ’ଣ ମୋଦୀ ସରକାର ସଂସଦର ଉପରି ସଦନ ଅର୍ଥାତ୍ ରାଜ୍ୟସଭାରେ ନିଜର ସବୁଠାରୁ ବଡ଼ ରାଜନୈତିକ ଲକ୍ଷ୍ୟ ହାସଲ କରିବାକୁ ଯାଉଛନ୍ତି? କଣ ଆସନ୍ତା କିଛି ମାସ ମଧ୍ୟରେ ରାଜ୍ୟସଭାର ସମ୍ପୂର୍ଣ୍ଣ ସମୀକରଣ ବଦଳିଯିବ? ଆଉ ସବୁଠାରୁ ବଡ଼ ପ୍ରଶ୍ନ— ଏହି ବଦଳୁଥିବା ଗଣିତ ସାହାଯ୍ୟରେ କେନ୍ଦ୍ର ସରକାର ଦେଶରେ ନିର୍ବାଚନ ମଣ୍ଡଳୀର ପୁନଃନିର୍ଦ୍ଧାରଣ ବା ‘ପରିସୀମନ’ (Delimitation) ଏବଂ ‘ମହିଳା ସଂରକ୍ଷଣ’ ଭଳି ବଡ଼ ଓ ଏତିହାସିକ ଏଜେଣ୍ଡାକୁ ଆଗକୁ ବଢ଼ାଇବାକୁ ପ୍ରସ୍ତୁତି କରୁଛନ୍ତି କି? … Continue reading ବଦଳିଗଲା ସଂସଦର ଗଣିତ! କଣ ରହିବ ବିଜେଡିର ଆଭିମୁଖ୍ୟ? || The math of parliament has changed! What will be the BJD’s approach?