ସେଲିବ୍ରିଟି ମାଷ୍ଟରସେଫ୍ ର ଟିଆରପିକୁ ପଛରେ ପକାଇଲା ଲାଫ୍ଟର ସେଫ୍ ୨

Laughter Chefs Season 2: ସିଙ୍ଗିଙ୍ଗ-ଡ୍ୟାନ୍ସ ସୋ’ ପରେ ଭାରତୀୟ ଟିଭିରେ ରୋଷେଇ ସୋ’ ଟ୍ରେଣ୍ଡକୁ ଆକର୍ଷିତ କରିଛି। ବିଗ୍ ବସ୍ ୧୮ ଶେଷ ହେବା ପରେ ଲାଫ୍ଟର ସେଫ୍ ୨ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଆଉ ଏକ ରୋଷେଇ ସୋ’ ଟିଭିରେ ହଇଚଇ ସୃଷ୍ଟି କରିଛି। ସୋନି ଟିଭି ସେଲିବ୍ରିଟି ମାଷ୍ଟରସେଫ ଆଣିଛି, ଯେଉଁଥିରେ ଅନେକ ବଡ ବଡ ସେଲିବ୍ରିଟି ନଜର ଆସୁଛନ୍ତି । ଏହି ଶୋ’ର ଚର୍ଚ୍ଚା ଜବରଦସ୍ତ ହୋଇଥିଲା। ସୋସିଆଲ ମିଡିଆରେ ଏହାର … Continue reading ସେଲିବ୍ରିଟି ମାଷ୍ଟରସେଫ୍ ର ଟିଆରପିକୁ ପଛରେ ପକାଇଲା ଲାଫ୍ଟର ସେଫ୍ ୨