Weather: କେବଳ ରାଜ୍ୟରେ ନୁହେଁ ପୁରା ଦେଶରେ ତାତି ବଢ଼ିବାରେ ଲାଗିଛି । ଟାଇଁ ଟାଇଁ ଖରା ହେବା ସହ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି । ଫେବୃଆରି ମାସ ନ ସରୁନୁ ସମଗ୍ର ଦେଶରେ ତାତିର ଲହରୀ ଖେଳିବାରେ ଲାଗିଛି । ଏହାସହ ରାଜ୍ୟରେ ୩ ଦିନ ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା କରାଯାଇଛି । ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ତିନି ଦିନ ପାଇଁ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ … Continue reading ଆଗକୁ ତାତିରେ ଜଳିବ ଦେଶ
Copy and paste this URL into your WordPress site to embed
Copy and paste this code into your site to embed