ଚତୁର୍ଥ ଆସନର ଚାବିକାଠି: ‘ଡିଲ’ କି ଲଢ଼େଇ? || The key to the fourth seat: ‘Deal’ or fight?

ଓଡ଼ିଶାର ରାଜନୀତି ଏବେ ଆଉଥରେ ଦିଲ୍ଲୀମୁହାଁ ହୋଇଛି। ଚାରିଟି ରାଜ୍ୟସଭା ଆସନ ଖାଲି ହେବା ସହ ନିର୍ବାଚନ ସୂଚୀ ଘୋଷିତ ହେବାରୁ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଦଳୀୟ ଚର୍ଚ୍ଚା, ଅନୁମାନ ଓ ଅଙ୍କଗଣିତ ତେଜ ହୋଇଉଠିଛି। ୨୬ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ଓ ଆବଶ୍ୟକ ହେଲେ ମାର୍ଚ୍ଚ ୧୬ରେ ଭୋଟ ଗ୍ରହଣ। ସଂଖ୍ୟା ଦୃଷ୍ଟିରୁ ଦୁଇଟି ଆସନରେ ବିଜେପି ଓ ଗୋଟିଏ ଆସନରେ ବିଜେଡି ନିର୍ଦ୍ୱନ୍ଦ୍ୱରେ ଜିତିବା ସ୍ଥିତିରେ। ଅନ୍ୟ ଗୋଟିଏ—ସେହି “ଚତୁର୍ଥ” … Continue reading ଚତୁର୍ଥ ଆସନର ଚାବିକାଠି: ‘ଡିଲ’ କି ଲଢ଼େଇ? || The key to the fourth seat: ‘Deal’ or fight?