ଆଧୁନିକ ରାଜନୀତିର ‘କଳିଯୁଗ ଦୁର୍ଯ୍ୟୋଧନ’ || The ‘Kali Yuga Duryodhana’ of modern politics

ମହାଭାରତର ଦୁର୍ଯ୍ୟୋଧନ କେବଳ ଦ୍ୱାପର ଯୁଗରେ ଥିଲେ ବୋଲି ଭାବିବା ଭୁଲ୍। ସେହି ଚରିତ୍ର, ସେହି ମାନସିକତା ଏବଂ ସେହି ସମାନ ଅହଂକାର ଆଜିର କଳିଯୁଗରେ ମଧ୍ୟ ଜୀବିତ ଅଛି। ବିଶେଷ କରି ଭାରତୀୟ ରାଜନୀତିରେ ଏମିତି ଅନେକ ‘କଳିଯୁଗର ଦୁର୍ଯ୍ୟୋଧନ’ ଅଛନ୍ତି, ଯେଉଁମାନେ ନିଜ ଅହଂକାର ଏବଂ ଜିଦ୍‌ଖୋର ମନୋଭାବ ଯୋଗୁଁ ନିଜର ହିଁ ସାମ୍ରାଜ୍ୟକୁ ଧ୍ୱଂସ କରିବାରେ ଲାଗିଛନ୍ତି। ଦୁର୍ଯ୍ୟୋଧନର ସବୁଠାରୁ ବଡ଼ ଦୁର୍ଗୁଣ କ’ଣ ଥିଲା ଜାଣନ୍ତି? ଯାହାକୁ ସେ ନିଜର ସବୁଠାରୁ … Continue reading ଆଧୁନିକ ରାଜନୀତିର ‘କଳିଯୁଗ ଦୁର୍ଯ୍ୟୋଧନ’ || The ‘Kali Yuga Duryodhana’ of modern politics