The issue is illegal Bangladeshi; Mahua shows Mohan the mirror ।। ପ୍ରସଙ୍ଗ ବେଆଇନ ବଂଲାଦେଶୀ; ମୋହନଙ୍କୁ ଆଇନା ଦେଖାଇଲେ ମହୁଆ

ଓଡ଼ିଶାରେ ବଙ୍ଗଭାଷୀ ଶ୍ରମିକ ଏବଂ ବାଂଲାଦେଶୀ ଶରଣାର୍ଥୀମାନଙ୍କ ପ୍ରସଙ୍ଗ ପୁଣିଥରେ ତୀବ୍ର ରାଜନୈତିକ ବିତର୍କର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି । ଏବେ ଏହି ପ୍ରସଙ୍ଗ କେବଳ ଓଡ଼ିଶାର ଅନ୍ତର୍ନିହିତ ନୀତିରେ ସୀମିତ ରହିନାହିଁ  ଏହା ପଶ୍ଚିମବଙ୍ଗ–ଓଡ଼ିଶା ରାଜନୈତିକ ସମ୍ବନ୍ଧକୁ ମଧ୍ୟ ନୂତନ ଆଗ୍ନେୟଗିରିର ରୂପ ଦେଉଛି । ଏହାର ମୂଳରେ ଅଛନ୍ତି – ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରୋ । ସେ ଓଡ଼ିଶା ପୁଲିସ ଉପରେ ଆରୋପ ଆଣିଛନ୍ତି ଯେ ‘ବଙ୍ଗଳା ଭାଷା’ କହିବାକୁ ପାପ ବୋଲି … Continue reading The issue is illegal Bangladeshi; Mahua shows Mohan the mirror ।। ପ୍ରସଙ୍ଗ ବେଆଇନ ବଂଲାଦେଶୀ; ମୋହନଙ୍କୁ ଆଇନା ଦେଖାଇଲେ ମହୁଆ