The Iran-Israel War and Trump’s Broken Dreams ।। ଇରାନ – ଇସ୍ରାଏଲ ଯୁଦ୍ଧ ଆଉ ଟ୍ରମ୍ପଙ୍କ ଭଙ୍ଗା ସ୍ଵପ୍ନ
ଇସ୍ରାଏଲ-ଇରାନ୍ ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ସାମିଲ ହୋଇ ଇରାନ୍ର ତିନି ଗୋଟି ପ୍ରମୁଖ ପରମାଣୁ କେନ୍ଦ୍ର ଉପରେ ବୋମା ବର୍ଷା କରିବା ପରେ ପଶ୍ଚିମ ଏସିଆ ଏକ ଅଭୂତପୂର୍ବ ସଂକଟ ଭିତରକୁ ଠେଲିହୋଇ ଯାଇଥିଲା। ତେହରାନ୍ ପ୍ରତିଆକ୍ରମଣ କରିବାକୁ ଶପଥ ନେଇଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ସେପରି କିଛି କରିନାହିଁ । ଅପର ପକ୍ଷରେ ଇସ୍ରାଏଲ ସହିତ ଇରାନ୍ର ଯୁଦ୍ଧ ବେଳକୁ ବେଳ ଘନେଇ ଆସୁଥୁଲା ; ଉଭୟ ପକ୍ଷ ପରସ୍ପର ଉପରେ ମିସାଇଲ୍ ଏବଂ ଡ୍ରୋନ୍ … Continue reading The Iran-Israel War and Trump’s Broken Dreams ।। ଇରାନ – ଇସ୍ରାଏଲ ଯୁଦ୍ଧ ଆଉ ଟ୍ରମ୍ପଙ୍କ ଭଙ୍ଗା ସ୍ଵପ୍ନ
Copy and paste this URL into your WordPress site to embed
Copy and paste this code into your site to embed