The inside story of Operation Mahadev, this is how it was revealed where ‘Musa’ was hiding? ।। ଅପରେସନ୍ ମହାଦେବର ଇନସାଇଡ୍ ଷ୍ଟୋରି,ଏମିତି ଜଣା ପଡ଼ିଥିଲା ‘ମୁସା’ କେଉଁଠି ଲୁଚିଛି ?

ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଶିମ ମୁସା ନିହତ ହୋଇଛି । ଅପରେସନ ମହାଦେବ ଅଧୀନରେ ଭାରତୀୟ ସେନା ତାକୁ ଏବଂ ତାଙ୍କର ଅନ୍ୟ ଦୁଇ ସାଥିଙ୍କୁ ମୃତ୍ୟୁ ମୁଖକୁ ପଠାଇଛି। ପହଲଗାମର ଆତଙ୍କବାଦୀ ମୁସାକୁ ଚୀନୀ ଉପକରଣ ହିଁ ଧୋକା ଦେଇଛି । ଚୀନ୍ ନିର୍ମିତ ଅଲଟ୍ରାସେଟ ରେଡିଓ ଉପକରଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ମୁସା ଧରା ପଡ଼ିଥିଲା । କାଶ୍ମୀରରେ ଥିବା ତାଙ୍କର ସ୍ଥାନୀୟ ନେଟୱାର୍କ ମଧ୍ୟ ତାଙ୍କୁ ସାହାଯ୍ୟ କରିପାରି ନଥିଲା। ଏବେ … Continue reading The inside story of Operation Mahadev, this is how it was revealed where ‘Musa’ was hiding? ।। ଅପରେସନ୍ ମହାଦେବର ଇନସାଇଡ୍ ଷ୍ଟୋରି,ଏମିତି ଜଣା ପଡ଼ିଥିଲା ‘ମୁସା’ କେଉଁଠି ଲୁଚିଛି ?