ଗଣତନ୍ତ୍ରରେ ଜନପ୍ରତିନିଧିମାନେ ଶାସନ କରନ୍ତି, ଆଉ ଅଫିସରମାନେ ନୀତି ନିୟମ କାର୍ଯ୍ୟକାରୀ କରନ୍ତି—ଏହା ହିଁ ଆମ ସମ୍ବିଧାନର ମୂଳ ନିୟମ। କିନ୍ତୁ ଗତ କିଛି ଦଶନ୍ଧି ଧରି ଓଡ଼ିଶା ରାଜନୀତିକୁ ଯଦି ଆପଣ ଗଭୀର ଭାବେ ନିରୀକ୍ଷଣ କରିବେ, ତେବେ ଗୋଟିଏ ପ୍ରଶ୍ନ ବାରମ୍ବାର ମନକୁ ଆସେ—ଓଡ଼ିଶାକୁ ଚଲାଉଥିଲା କିଏ? ନିର୍ବାଚିତ ନେତା, ନା ଶାସନ ସଚିବାଳୟର ବାବୁମାନେ? ଓଡ଼ିଶା ରାଜନୀତିର ଇତିହାସ କେବଳ ଭୋଟ୍, ନିର୍ବାଚନ କିମ୍ବା ରାଜନୈତିକ ଦଳଗୁଡ଼ିକର ଆରୋପ-ପ୍ରତ୍ୟାରୋପ ମଧ୍ୟରେ ସୀମିତ ନୁହେଁ। … Continue reading ଓଡ଼ିଶା ରାଜନୀତିରେ ଅମଲାତନ୍ତ୍ରୀଙ୍କ ପ୍ରଭାବ: ଶାସନ ଗାଦିରୁ ନିର୍ବାଚନ ମଇଦାନ ପର୍ଯ୍ୟନ୍ତ || The influence of bureaucrats in Odisha politics: From the throne to the election field
Copy and paste this URL into your WordPress site to embed
Copy and paste this code into your site to embed