ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ଆସନ୍ତାକାଲି ସର୍ବସାଧାରଣଙ୍କ ପାଇଁ ଖୋଲିବ

ଶନିବାର ଭୁବନେଶ୍ୱରଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ଉଦ୍ ଘାଟିତ ହେବାକୁ ଥିବା ପ୍ରଦର୍ଶନୀରେ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ।ପିବିଡି ସ୍ଥାନରେ ଆମର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟକୁ ଦର୍ଶାଉଥିବା ଅନେକ ପ୍ରେରଣାଦାୟୀ ଏବଂ ସମୃଦ୍ଧ ମଡେଲ ରହିଥିବାରୁ ଆଜି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ବିବେକାନନ୍ଦ ଜୟନ୍ତୀ ଅବସରରେ ଜାନୁଆରୀ ୧୨ ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକଙ୍କ ପାଇଁ ଏହା ଖୋଲାଯିବ। ଏହାବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି … Continue reading ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ଆସନ୍ତାକାଲି ସର୍ବସାଧାରଣଙ୍କ ପାଇଁ ଖୋଲିବ