ପୱନ ଖେଡ଼ାଙ୍କ ଅଡ଼ୁଆ ବଢ଼ାଇଲେ ହିମନ୍ତ ସରକାର || The Himanta Biswas government has increased the burden of Pawan Kheda.

ରାଜନୈତିକ ବୟାନବାଜି ଏବେ କୋର୍ଟ କଚେରୀର ଦାଣ୍ଡରେ ପହଞ୍ଚିଛି। କଂଗ୍ରେସର ବରିଷ୍ଠ ନେତା ପୱନ ଖେଡ଼ାଙ୍କୁ ତେଲେଙ୍ଗାନା ହାଇକୋର୍ଟରୁ ମିଳିଥିବା ଆଗୁଆ ଜାମିନକୁ ଏବେ ସୁପ୍ରିମକୋର୍ଟରେ ଆହ୍ୱାନ କରିଛନ୍ତି ଆସାମ ସରକାର। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦିଆଯାଇଥିବା ଏକ ବିବାଦୀୟ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଥିବା ଏହି ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। କାହିଁକି ଆସାମ ସରକାର ପୱନ ଖେଡ଼ାଙ୍କ ପିଛା ଛାଡୁନାହାନ୍ତି ଏବଂ ଏହି ଆଇନଗତ ଲଢ଼େଇ ପଛରେ ଥିବା ପ୍ରକୃତ କାରଣ କ’ଣ?” … Continue reading ପୱନ ଖେଡ଼ାଙ୍କ ଅଡ଼ୁଆ ବଢ଼ାଇଲେ ହିମନ୍ତ ସରକାର || The Himanta Biswas government has increased the burden of Pawan Kheda.