The greenery of Bhubaneswar has disappeared ।। କୁଆଡେ଼ ଗଲା ଭୁବନେଶ୍ୱରର ତୋଟା ଓ ସବୁଜ ବନାନୀ?

ବଢୁଛି ରାଜଧାନୀ ସହର । ରାଜଧାନୀ ସହରର ପରିସୀମା ବୃଦ୍ଧି ସାଙ୍ଗକୁ ଉପକଣ୍ଠରେ ଥିବା ଚାଷଜମିଠାରୁ ଆରମ୍ଭ କରି ଜଙ୍ଗଲ ଉପରେ ଗୋଟିଏ ପରେ ଗୋଟିଏ ଜନବସତି ଗଢ଼ି ଉଠିଛି । ଏହିକ୍ରମରେ ରାଜଧାନୀ ଉପକଣ୍ଠରେ ଥିବା ବିଭିନ୍ନ ଆମ୍ବ, ପଣସ, ଜାମୁ, ଆକାଶିଆ ତୋଟାମାନ ଥିଲା। କିନ୍ତୁ ସମୟକ୍ରମ ଏସବୁ ତୋଟା ବଦଳରେ ଏବେ ଗଢ଼ି ଉଠିଛି ବଡ଼ବଡ଼ ଆପାର୍ଟମେଣ୍ଟ ସହ ଘରଦ୍ୱାରା ଏବଂ ଶିକ୍ଷାନୁଷ୍ଠାନ । ଫଳରେ ତୋଟା ଏବଂ ଜଙ୍ଗଲ କ୍ରମେ ହ୍ରାସ … Continue reading The greenery of Bhubaneswar has disappeared ।। କୁଆଡେ଼ ଗଲା ଭୁବନେଶ୍ୱରର ତୋଟା ଓ ସବୁଜ ବନାନୀ?