ଖଣିଜ ପାଣ୍ଠିର ମହାଦୁର୍ନୀତି: ପ୍ରଭାବିତଙ୍କୁ ପ୍ରତାରଣା, ପ୍ରଭାବହୀନଙ୍କୁ ପୁରସ୍କାର || The Great Corruption of Mineral Funds: Deception of the Affected, Reward of the Ineffective

ଗୋଟିଏ ଗାଁ, ଯେଉଁଠି ଦିନରାତି ଖଣି ଖାଦାନର ବ୍ଲାଷ୍ଟିଂ ଶବ୍ଦ ଶୁଭୁଛି। ଯେଉଁଠି ଲୋକଙ୍କ ଘରର ଛାତ ଉପରେ ଲାଲ ଓ କଳା ଧୂଳିର ଆସ୍ତରଣ ଜମି ରହୁଛି। ଯେଉଁଠି ପିଇବା ପାଣିରେ ଲୁହା ପଥରର ରଙ୍ଗ ମିଶି ପାଣି ଲାଲ୍ ଦିଶୁଛି। ସେହି ଗାଁର ଲୋକଙ୍କ କାନ୍ଦ, ସେମାନଙ୍କ ରୋଗ, ସେମାନଙ୍କ ଦୁଃଖକୁ ଦୂର କରିବା ପାଇଁ ସରକାର ଗୋଟିଏ ପାଣ୍ଠି ତିଆରି କଲେ… ଯାହାର ନାଁ ହେଲା ଡିଏମଏଫ୍ (DMF) ବା ଜିଲ୍ଲା ଖଣିଜ … Continue reading ଖଣିଜ ପାଣ୍ଠିର ମହାଦୁର୍ନୀତି: ପ୍ରଭାବିତଙ୍କୁ ପ୍ରତାରଣା, ପ୍ରଭାବହୀନଙ୍କୁ ପୁରସ୍କାର || The Great Corruption of Mineral Funds: Deception of the Affected, Reward of the Ineffective