ୱାରେନ ବଫେଟଙ୍କ ନିବେଶର ଗୋଲ୍ଡେନ ରୁଲ,ଯାହା ଆପଣଙ୍କୁ କରିପାରିବ କୋଟିପତି

ଓ୍ବାରେନ୍ ବଫେଟ୍ – ଏମିତି ଏକ ନାମ, ଯାହା କେବଳ ବିଶ୍ୱର ଧନୀ ବ୍ୟକ୍ତିମାନଙ୍କ ତାଲିକାରେ ନାହିଁ ବରଂ ନିବେଶ ଜଗତରେ ସେ ହେଉଛନ୍ତି ଜୀବନ୍ତ ପୁସ୍ତକ । ୱାରେନଙ୍କୁ ଯଦି ଆପଣ ପଢ଼ିବେ ଓ ବୁଝିବେ ତେବେ ନିବେଶର ଫଣ୍ଡା ପୁରା ସଫା ହୋଇଯିବ । ୯୪ ବର୍ଷ ବୟସର ଏହି ବୃଦ୍ଧ ଏବେ ମଧ୍ୟ କୋଟି କୋଟି ଯୁବକଙ୍କୁ ସେୟାର ବଜାରରେ ଦିଗଦର୍ଶନ ଦେଉଛନ୍ତି। ୧୩୦ ବିଲିୟନ୍ ଡଲାରରୁ ଅଧିକ ସମ୍ପତ୍ତିର ମାଲିକ ବଫେଟ୍ … Continue reading ୱାରେନ ବଫେଟଙ୍କ ନିବେଶର ଗୋଲ୍ଡେନ ରୁଲ,ଯାହା ଆପଣଙ୍କୁ କରିପାରିବ କୋଟିପତି