The gold and silver are increasing ।। ହୁହୁ ହୋଇ ବଢ଼ୁଛି ସୁନା ଓ ରୁପା ଦର

ଘରୋଇ ବଜାରରେ ହୁ ହୁ ହୋଇ ବଢ଼ୁଛି ସୁନା ଓ ରୁପା ଦର। ରକେଟ୍‌ ବଳି ବଢ଼ୁଛି ଏହି ଉଭୟ ଧାତୁର ଦର। ଇତିମଧ୍ୟରେ ରୁପା ଦର ଏହାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଐତିହାସିକ କିଲୋଗ୍ରାମ ପିଛା ୨.୨୪ ଲକ୍ଷ ଟଙ୍କାର ରେକର୍ଡ ସ୍ତର ଅତିକ୍ରମ କରିଛି । ହେଲେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଧାରା ଆଗକୁ ଥମିବାର ନା ଧରୁନାହିଁ । ବଜାର ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଆଗମୀ ଦିନରେ ସୁନା … Continue reading The gold and silver are increasing ।। ହୁହୁ ହୋଇ ବଢ଼ୁଛି ସୁନା ଓ ରୁପା ଦର