ମୋଦୀ ଶାସନର ୧୨ ବର୍ଷ: ଅର୍ଥନୀତିରୁ ଡିଜିଟାଲ୍ କ୍ରାନ୍ତି ପର୍ଯ୍ୟନ୍ତ କେମିତି ବଦଳିଲା ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂରଣକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି। ସୋସିଆଲ୍ ମିଡିଆରେ #Glorious12Years ଏବଂ “ରାଷ୍ଟ୍ର ନିର୍ମାଣର ତପପୂର୍ତ୍ତି” ଭଳି ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରୁଥିବାବେଳେ, ସମର୍ଥକମାନେ ଏହି ସମୟକୁ ଭାରତର ବିକାଶ ଯାତ୍ରାର ଏକ ଐତିହାସିକ ପର୍ଯ୍ୟାୟ ବୋଲି ବର୍ଣ୍ଣନା କରୁଛନ୍ତି। ୨୦୧୪ରୁ ଆରମ୍ଭ ହୋଇଥିବା ଏହି ଦୀର୍ଘ ଶାସନକାଳ ଭିତରେ ଭାରତର … Continue reading ମୋଦୀ ଶାସନର ଗୌରବମୟ ବର୍ଷ: କେମିତି ବଦଳିଲା ଭାରତର ଚିତ୍ର? || The glory years of Modi rule: How has the image of India changed?
Copy and paste this URL into your WordPress site to embed
Copy and paste this code into your site to embed