ଜାକିର ହୁସେନ ଓ ଇର୍ଫାନ ଅନ୍ସାରୀଙ୍କ ମଧ୍ୟରେ ମୌଳିକ ପ୍ରଭେଦ
ଡ. ସମନ୍ୱୟ ନନ୍ଦ କିଛିଦିନ ତଳେ ବିଶ୍ୱ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ଘଟିଥିଲା । ତାଙ୍କର ପରଲୋକ ଘଟିବା ପରେ ତାଙ୍କର ଏକ ପୁରୁଣା ସାକ୍ଷାତ୍କାରର ଏକ ଛୋଟ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ସେ ତାଙ୍କର ଏକ ପୁରୁଣା ପ୍ରସଙ୍ଗ ଅର୍ଥାତ୍ ତାଙ୍କର ଜନ୍ମ ସମୟର ଏକ ଘଟଣା ବିଷୟରେ ଉଲ୍ଲେଖ କରିଥିଲେ। ଜାକିର ହୁସେନଙ୍କ ପିତା ମଧ୍ୟ ତବଲା … Continue reading ଜାକିର ହୁସେନ ଓ ଇର୍ଫାନ ଅନ୍ସାରୀଙ୍କ ମଧ୍ୟରେ ମୌଳିକ ପ୍ରଭେଦ
Copy and paste this URL into your WordPress site to embed
Copy and paste this code into your site to embed