ରମଜାନ ମାସରେ ଯୁଦ୍ଧର ନିଆଁ || The fire of war in the month of Ramadan

ଆକାଶରେ ସୂର୍ଯ୍ୟୋଦୟ ହେବା ପୂର୍ବରୁ ସେହେରୀର ସମୟ। ମସଜିଦରୁ ଆଜାନର ସ୍ୱର ଶୁଭିବା କଥା, କିନ୍ତୁ ଅନେକ ସ୍ଥାନରେ ଆଜି କେବଳ ବୋମା ବିସ୍ଫୋରଣର ପ୍ରକମ୍ପିତ ଶବ୍ଦ ଶୁଭୁଛି। ଯେଉଁ ହାତ ପ୍ରାର୍ଥନା ପାଇଁ ଉଠିବା କଥା, ସେହି ହାତ ଆଜି ନିଜ ପ୍ରିୟଜନଙ୍କ ଶବ ବୋହିବାରେ ବ୍ୟସ୍ତ। ରମଜାନର ପବିତ୍ର ମାସରେ ସମଗ୍ର ମୁସଲିମ ଦୁନିଆ ଆଜି ଏକ ଅଘୋଷିତ ମହାଯୁଦ୍ଧର କ୍ଷେତ୍ର ପାଲଟିଛି। ଏହା କେବଳ ରାଜନୀତି ନୁହେଁ, ଏହା ମାନବିକତାର ସବୁଠାରୁ ବଡ଼ … Continue reading ରମଜାନ ମାସରେ ଯୁଦ୍ଧର ନିଆଁ || The fire of war in the month of Ramadan