The fire of public discontent against the BJP government || ବିଜେପି ସରକାର ବିରୋଧରେ ଜନଅସନ୍ତୋଷର ନିଆଁ

ଓଡ଼ିଶାରେ ନୂତନ ଭାବେ କ୍ଷମତାସୀନ ହୋଇଥିବା ବିଜେପି ସରକାର ଏବେ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ। ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ଜନମାନସରେ ସୃଷ୍ଟି ହୋଇଥିବା ତୀବ୍ର ପ୍ରତିକ୍ରିୟାରୁ ସରକାର ଅଳ୍ପକେ ବର୍ତ୍ତିଯାଇଥିବାବେଳେ, ଏବେ ‘ଟାଟା ପାୱାର’ର ମନମାନୀ ସରକାରଙ୍କ ପାଇଁ ନୂଆ ମୁଣ୍ଡବିନ୍ଧାର କାରଣ ସାଜିଛି। ରାଜ୍ୟର ବିଦ୍ୟୁତ୍‍ ଉପଭୋକ୍ତାଙ୍କୁ ଟାଟା ପାୱାର ପକ୍ଷରୁ ଦିଆଯାଇଥିବା ‘ଅତିରିକ୍ତ ଅମାନତ ଜମା’ (Additional Security Deposit – ASD) ନୋଟିସ ଏବେ କେବଳ ଏକ ପ୍ରଶାସନିକ ନିଷ୍ପତ୍ତି … Continue reading The fire of public discontent against the BJP government || ବିଜେପି ସରକାର ବିରୋଧରେ ଜନଅସନ୍ତୋଷର ନିଆଁ