ବିରୋଧିଙ୍କୁ ଘାରିଛି ଓ୍ୱାକ୍‍ଫ ଭୟ

ଆଜି ଲୋକସଭାରେ ଓ୍ୱାକ୍‍ଫ ଆଇନ ସଂଶୋଧନ ବିଧେୟକ ଆଗତ ହୋଇଛି। ବହୁଦିନ ହେଲା ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି। ମୁସଲମାନ ସମ୍ପ୍ରଦାୟର କିଛି ତଥାକଥିତ ମୁରବୀ ଏହାକୁ ବିରୋଧ କରୁଛନ୍ତି। ଏହାଦ୍ୱାରା ସରକାର ଓ୍ୱାକ୍‍ଫ ସମ୍ପତ୍ତି ହଡ଼ପ କରିବାକୁ ଚାହୁଁଛନ୍ତି ବୋଲି ମତ ଦେଉଛନ୍ତି। ଖାଲି ସେତିକି ନୁହେଁ, ଏହି ବିଧେୟକ ପାରିତ ହେଲେ ବିଭିନ୍ନ ସ୍ଥାନରେ ଆନ୍ଦୋଳନର ନିଆଁ ଜାଳିବାକୁ ମଧ୍ୟ ଧମକ ଦିଆଯାଇଛି। ହେଲେ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ସମାନତାର ଭାବ … Continue reading ବିରୋଧିଙ୍କୁ ଘାରିଛି ଓ୍ୱାକ୍‍ଫ ଭୟ