The fate of the Union Minister ।। କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟଚକ୍ର!

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ ୧୧ବର୍ଷ ତୃତୀୟ ପାଳିର ସରକାରକୁ ଏକ ବର୍ଷ ପୂରୁଛି। ଜୁନ୍‍ ୯, ୨୦୨୪ରେ ଅର୍ଥାତ୍‍ ଠିକ୍‍ ବର୍ଷକ ତଳେ ନରେନ୍ଦ୍ର ମୋଦୀ ସରକାର ଗଠନ ପାଇଁ ଏକ ଭବ୍ୟ ସମାବେଶରେ ଶପଥ ନେଇଥିଲେ। ଲଗାତାର ତୃତୀୟ ଥର ପାଇଁ ଜଣଙ୍କ ନେତୃତ୍ୱକୁ ଦେଶ ସମର୍ଥନ କରିବା ଆଦୌ ଛୋଟିଆ କଥା ନୁହେଁ। କିନ୍ତୁ ଏହି ସରକାର ଗଠନରେ ଓଡ଼ିଶାର ଅନେକ ଅବଦାନ ରହିଛି। ତାହାକୁ ଦେଶର ରାଜନୀତିକ ପଣ୍ଡିତ ଓ … Continue reading The fate of the Union Minister ।। କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟଚକ୍ର!