କେଜ୍ରିୱାଲଙ୍କ ‘ନୌଟଙ୍କି’ ରାଜନୀତିର ଅନ୍ତ? || The end of Kejriwal’s ‘new money’ politics?

ଶାସନ କ୍ଷମତାର ଅହଂକାର ଯେତେବେଳେ ସୀମା ପାର୍ କରିଯାଏ, ସେତେବେଳେ ଏମିତି ପରିସ୍ଥିତି ସୃଷ୍ଟି ହୁଏ ଯେଉଁଠୁ ବାହାରିବା ପାଇଁ ଆଉ କୌଣସି ରାସ୍ତା ମିଳେନାହିଁ। ପଞ୍ଜାବରେ ଆଜି ଯାହା ଘଟୁଛି, ତାହା ଭାରତୀୟ ଗଣତନ୍ତ୍ର ଏବଂ ଧାର୍ମିକ ପରମ୍ପରାର ଇତିହାସରେ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଏହାକୁ ଆପଣ ସମ୍ପୂର୍ଣ୍ଣ ରୂପେ ‘ଅଭୂତପୂର୍ବ’ ବୋଲି କହିପାରିବେ। ପଞ୍ଜାବର ସବୁ ଦଳର ବିଧାୟକମାନଙ୍କୁ ଶିଖ୍ ସମ୍ପ୍ରଦାୟର ସର୍ବୋଚ୍ଚ ସଂଗଠନ ‘ଅକାଳ ତଖ୍‍ତ’ ନିଜ ସାମ୍ନାରେ ହାଜର ହେବାକୁ … Continue reading କେଜ୍ରିୱାଲଙ୍କ ‘ନୌଟଙ୍କି’ ରାଜନୀତିର ଅନ୍ତ? || The end of Kejriwal’s ‘new money’ politics?