The Election Commission removed 808 political parties from the RUPP list ।। ନିର୍ବାଚନ କମିଶନ 808 ରାଜନୈତିକ ଦଳକୁ RUPP ତାଲିକାରୁ ବାଦ୍ ଦେଇଛନ୍ତି,

ନିର୍ବାଚନ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ, ନିର୍ବାଚନ କମିଶନ ଲଗାତାର ଛଅ ବର୍ଷ ଧରି କୌଣସି ନିର୍ବାଚନ ଲଢ଼ି ନଥିବା ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP) ତାଲିକାରୁ ସେମାନଙ୍କୁ ବାଦ ଦେଉଛନ୍ତି । ଯେଉଁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଲଢ଼ିଥିଲେ କିନ୍ତୁ ୨୦୨୧-୨୦୨୨ ରୁ ୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ କମିଶନଙ୍କ ନିକଟରେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ ବିବରଣୀ ଦାଖଲ କରି ନାହାଁନ୍ତି, ସେମାନଙ୍କୁ ମଧ୍ୟ ତାଲିକାରୁ ବାଦ ଦିଆଯାଉଛି। କମିଶନ କହିଛନ୍ତି ଯେ ୩୫୯ … Continue reading The Election Commission removed 808 political parties from the RUPP list ।। ନିର୍ବାଚନ କମିଶନ 808 ରାଜନୈତିକ ଦଳକୁ RUPP ତାଲିକାରୁ ବାଦ୍ ଦେଇଛନ୍ତି,