ସାମ୍ପ୍ରତିକ ବିଶ୍ୱ ଘଟଣାଗୁଡ଼ିକ ଗ୍ରହକୁ ରକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଗତିକୁ ମନ୍ଥର କରିଦେଇଛି । ପୂର୍ବରୁ, ଦେଶଗୁଡ଼ିକ ପୃଥିବୀକୁ କ୍ଷତି ନ ପହଞ୍ଚାଇ ସ୍ଥାୟୀ ବିକାଶ, ସବୁଜ ଶକ୍ତି ଏବଂ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା ଦିଗରେ କାର୍ଯ୍ୟ କରୁଥିଲେ । ଦୁର୍ଭାଗ୍ୟବଶତଃ, ବର୍ଦ୍ଧିତ ତାପମାତ୍ରାକୁ ରୋକିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ କାର୍ଯ୍ୟକାରୀ ହେବା ପୂର୍ବରୁ, ଅନେକ ଶକ୍ତିଶାଳୀ ରାଷ୍ଟ୍ର ଜଳବାୟୁ ସମ୍ବନ୍ଧୀୟ ଆର୍ଥିକ ସହାୟତା ବନ୍ଦ କରିଦେଇଥିଲେ । ଯୁଦ୍ଧ ଦ୍ୱାରା ସୃଷ୍ଟି … Continue reading ଯୁଦ୍ଧର ନିଆଁରେ ଜଳିଗଲା ପୃଥିବୀ ; ପଛରେ ପଡ଼ିଯାଇଥିବା ପରିବେଶ କାହାପାଇଁ ବଢ଼େଇବ ବିପଦ || The earth is burned in the flames of war; for whom will the environment left behind pose a greater danger?
Copy and paste this URL into your WordPress site to embed
Copy and paste this code into your site to embed